ବାରିକ ପୁର ହାଟରେ ବାଇକି ଚୋର,
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ସାବଧାନ ଆଖି ପୁଚୁଳା କେ ଉଠାଇ ନେଉଛନ୍ତି ପୁଣି ମାତିଲେଣି ବାଇକି ଚୋର, ବାଇକି ଚୋର ଙ୍କୁ ପୋଲିସ ଧରିବା ପାଇଁ ବିଫଳ,ଏବେ ଵି ପ୍ରତେକ ହାଟ ବଜାର ଗାଁ ଗହଳି ପୂର୍ଣ୍ଣ ଜାଗା ମାନଙ୍କରେ ଚୋରି,ଡକାୟତି,ଛୀନତାଇ ପ୍ରଭୃତି ଦିନ କୁ ଦିନ ବଢ଼ି ଚାଲିଛି, ପୋଲିସ ଚୋର ଙ୍କୁ ଧରିବା ପାଇଁ ତାର ଯେତେ ପ୍ରକାର ରଣନୀତି ପ୍ରସ୍ତୁତି କରିଥିଲେ ଵି ବିଫଳ, ତାହାର ଜ୍ୱଳନ୍ତ ଉଧାରଣ ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧିନସ୍ତ,ବାରିକ ପୁର ସପ୍ତାହିକ ହାଟ ରେ,ପ୍ରତେକ ସାପ୍ତାହିକ ହାଟ ବାରି ଦିନ, କିଛି କିଛି ନାଁ ଜନ ସାଧାରଣ ଙ୍କର ମୁଲ୍ୟବାନ ଜିନିଷ ହେଉ କିମ୍ବା ଅନ୍ୟ କୋଣସି ଚୋରି, ଡକାୟତି, ଛୀନତାଇ ରେ ଶିକାର ହେଉଛନ୍ତି, ଏ ସମଷ୍ୟା କେବଳ କାଲି ଘଟିଥିବା ନୁହେଁ ବର୍ଷ ବର୍ଷ ଧରି ଘଟି ଆସୁଅଛି,କାହିଁକି ପୋଲିସ ପ୍ରଶାସନ ଚୁପ ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି, ତେଣୁ ଘଟଣା ଅନୁଯାଇ, ଖନ୍ତାପଡ଼ା ଥାନା ଅଧିନସ୍ତ ସୁଠଙ୍ଗ ଗ୍ରାମ ର ସୁଧାକର ଜେନା, କାଲି ଉପରବେଳା ଦୁଇ ଘଟିକା ସମୟରେ ଘରୁ ବାହାରି 3:30 ସମୟରେ ବାରିକ ପୁର ହାଟ ରେ ପହଂଚି ଦୋକାନ କୋଡ଼ରେ ତାଙ୍କର ଗୋଲାପୀ ରଙ୍ଗ ବିଶିଷ୍ଟ ହୋଣ୍ଡା ୟୁନିକୋନ ଗାଡି ନମ୍ବର OD 01/C1066 ଛିଡା କରି ହାଟ ଭିତରୁ ପରିବା ସଉଦା ପତ୍ର କିଣି ଦେଖନ୍ତି ଯେଉଁ ଜାଗାରେ ଗାଡି ରଖିଥିଲେ ନାହିଁ, ବହୁ ଖୋଜା ଖୋଜି କରିଲା ପରେ ନ ମିଳିବା ରୁ ସୋର ଥାନାରେ ଲିଖିତ ଅଭିଯୋଗ ଜଣାଇ ଥିଲେ, ପୋଲିସ ପକ୍ଷରୁ ସାନ୍ତ୍ୱନା ମିଳିଥିଲା ବୋଲି ନିଜେ ସୁଧାକର ପ୍ରକାଶ କରିଛନ୍ତି,,
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment