ଜାଭିୟର୍ସ ସ୍କଲ ପକ୍ଷରୁ ବନ ମହୋତ୍ସବରେ ବୃକ୍ଷ ରୋପଣ
ବ୍ରହ୍ମପୁର (ସୁଭଦ୍ରା ଶୁକ୍ଳା) ମୀନାକ୍ଷୀ ନଗର୍ ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ କେ.ସି ପଣ୍ଡା ଯୋଗ ଦେଇ ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ପରିବେଶ ଲାଗି ବୃକ୍ଷ ର ଆବଶ୍ୟକତା ସମ୍ପର୍କ ରେ ନିଜର ମତ ଦେଇ ଆଜିର ଯୁଗରେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ନିହାତି ଜରୁରୀ ବୋଲି କହିଥିଲେ ।
ସ୍କୁଲ ଚେୟାରମେନ ଜି.ଏସ.ପଣ୍ଡା, ସହ ନିର୍ଦେଶକ କୁନାଲ୍ କୌଶିକ ପଣ୍ଡା , ରାହୁଲ ରାଜ୍ ପଣ୍ଡା, ଡ.ବିନାୟକ ସାହୁ ଓ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବ୍ରହ୍ମପୁର
Post a Comment