*କଂଗ୍ରେସ_ଔଷଧ_ବିକଳରେ_ତାଟିଆ_କାମୁଡ଼ୁଛି*
-କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ୍
-ସରକାର ତ୍ୱରିତ ଓ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ‘X’ରେ ଲେଖିଲେ
-ମୁଖ୍ୟମନ୍ତ୍ରୀ ନିଜେ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି
-ଯୋଗାଯୋଗରେ ରହି ନିଜେ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି
-ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ଜଣା ନାହିଁ
-ସରକାର ଅଭିଯୁକ୍ତ ଉପରେ ନା ନରମ ହେବ ନା ଖସିଯିବାର ସୁଯୋଗ ଦେବ
-କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment