ବିଜେପି ଦଳ ବିରୋଧ ରେ ବିଜେଡି ର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ !
ବଲାଙ୍ଗୀର/ଟିଟିଲାଗଡ଼ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ଥାନା ସମ୍ମୁଖ ରେ ବିଜେଡି ଦଳ ତରଫରୁ ଏକ ଶୋଭାଯାତ୍ରା ସହ ବିଜେପି ଶାସନ ବିରୋଧ ରେ ନାନା ପ୍ରକାର ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି !
ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରାଯାଇଛି !
ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ସହ ସହ ବିଜେଡି କର୍ମୀ ଅଂଶ ଗ୍ରହଣ କରିଥିଲେ ! ରାଜ୍ୟରେ ନାରୀ ଅସୁରକ୍ଷିତ , ଅସଦାଚରଣ ଓ ଗଣ ଦୁଷ୍କର୍ମ ବୃଦ୍ଧି ପାଇଁ ବିଜେଡି ଦଳ ପକ୍ଷରୁ ଟିଟିଲାଗଡ଼ ଥାନା ସମ୍ମୁଖରେ ରାଜରାସ୍ତା ଅବରୋଧ ଓ ପ୍ରତିବାଦ କରାଯାଇଛି ! ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ସହ ତୀବ୍ର ବିରୋଧ କରି ବିଜେପି ଦଳ ର ଶାସନ ବ୍ୟବସ୍ଥା ସମ୍ମୁନ ରୂପେ ଭୁଶୁଡି ପଡ଼ିଥିବା ପ୍ରକାଶ ପାଇଛି !
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment