BREAKING
Loading...
:

ଶିଶୁ ମନ୍ଦିରର ପ୍ରତିଷ୍ଠାତାଙ୍କ ହୃଦଘାତରେ ମୃତ୍ୟୁ

 ଶିଶୁ ମନ୍ଦିରର ପ୍ରତିଷ୍ଠାତାଙ୍କ ହୃଦଘାତରେ ମୃତ୍ୟୁ



ନୀଳକଣ୍ଠ ନଗର  ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ତଥା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଆଜି ବ୍ରହ୍ମପୁର ସ୍ଥିତ ବାସଭବନରେ ହୃଦ୍ ଘାତ ରେ ମୃତ୍ୟୁ ହୋଇଯାଇଛି । ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ। ବିଶ୍ଵ ହିନ୍ଦୁ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମର ଦାୟିତ୍ୱରେ ରହିଥିଲେ । ଏଥି ସହ ଦେଶର ଜରୁରୀ କାଳୀନ ପରିସ୍ଥିତି ସମୟରେ  ଗିରଫ ହୋଇ ଜେଲ୍ ଭୋଗି ଛନ୍ତି । ଦୀର୍ଘ ଏକୋଇଶି ବର୍ଷ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱରେ ରହି ଅନେକ ଶିଶୁଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି ।  ଏହି ଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ବିୟୋଗରେ ସମସ୍ତ ଅଞ୍ଚଳ ବାସି, ସଂଘ କାର୍ଯ୍ୟକର୍ତ୍ତା ଓ ପରିବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଦୁଃଖ ପ୍ରକାଶ କରିବା ସହିତ ତାଙ୍କରି ଅନ୍ତର ଆତ୍ମାର ସଦ୍ ଗତି କାମନା କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS