*ଗତ_୫_ବର୍ଷର_କାମ_ବର୍ଷକରେ_ହେବ: ମନ୍ତ୍ରୀ.*
*-କଟକ-ସମ୍ବଲପୁର ରାସ୍ତା କାମ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ*
*-ସମୀକ୍ଷା ପରେ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ*
*-‘ଚଳିତ ବର୍ଷ କେନ୍ଦ୍ର ୧୩ ହଜାର କୋଟିର ନୀତିଗତ ଅନୁମୋଦନ ଦେଇଛି’*
*-‘ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ’*
*-‘ଗତ ୫ ବର୍ଷରେ ଯେତିକି କାମ ହୋଇଛି, ବର୍ଷକରେ ସେତିକି ରାସ୍ତା ହେବ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment