BREAKING
Loading...
:

ଆରବ ସାଗରରେ ଦାନା ବାନ୍ଧୁଛି ଲଘୁଚାପ।

 ଆରବ ସାଗରରେ ଦାନା ବାନ୍ଧୁଛି ଲଘୁଚାପ।


ଆରବ ସାଗରରେ ଦାନା ବାନ୍ଧୁଛି ଲଘୁଚାପ। ପଶ୍ଚିମ ଭାରତରେ ପଡ଼ିବ ପ୍ରଭାବ। ପଶ୍ଚିମ ଭାରତରେ ହେବ ପ୍ରବଳ ବର୍ଷା। କର୍ଣ୍ଣାଟକ ସାଙ୍ଗକୁ ମୁମ୍ବାଇ, ଗୁଜୁରାଟ ରେ ପ୍ରବଳ ବର୍ଷା ନେଇ ଆକଳନ। ୨୧ ଠାରୁ ବର୍ଷା ର ସମ୍ଭାବନା ରହିଥିବାବେଳେ କ୍ରମଶଃ ବର୍ଷା ର ବିସ୍ତୃତି ବଢିବ।* 


*ଆରବ ସାଗରରେ ଆସୁଚି ଲଘୁଚାପ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ବା ଆଇ ଏମ୍ ଡି ସୂଚନା ଅନୁଯାୟୀ ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବ ଲଘୁଚାପ। ମେ ୨୧ ତାରିଖରେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ର ପ୍ରଭାବରେ ସେହି ସମାନ ସ୍ଥାନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ପରେ ଏହା କ୍ରମଶଃ ଉତ୍ତର ଆଡ଼କୁ ଗତି କରି ଆଉରି ଶକ୍ତିଶାଳୀ ହେବ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS