*ଆରମ୍ଭ ହେଲା ଆରଟିଇ ପାରଦର୍ଶି ଅନଲାଇନ ଆବେଦନ, ଆର୍ଥିକ ଅନଗ୍ରସର ବର୍ଗର ଅଭିଭାବକଙ୍କ ପିଲା ଘରୋଇ ସ୍କୁଲରେ ମାଗଣାରେ ପାଠ ପଢିବେ.*
*ଆବଶ୍ୟକ ଡକୁମେଣ୍ଟ :-*
*1- ପାସଫଟୋ*
*2- ଆଧାର କାର୍ଡ*
*3- ଜନ୍ମ ସାର୍ଟିଫିକେଟ*
*4- ପିତାମାତାଙ୍କ ଆଧାର କାର୍ଡ*
*5- ରାସନ କାର୍ଡ*
*6- ଇନକମ ସାର୍ଟିଫିକେଟ (ଯଦି ରାସନ କାର୍ଡ ନଥାଏ )*
*7- ଜାତିପ୍ରମାଣ ପତ୍ର ( ଏସି, ଏସ୍ଟି, ଏସଇବିସି ଙ୍କ ପାଇଁ )*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment