BREAKING
Loading...
:

ପୈତୃକ ସଂପତ୍ତି ବିବାଦରେ ଆକ୍ରମଣ କରି ଗିରଫ

 *ପୈତୃକ ସଂପତ୍ତି ବିବାଦରେ ଆକ୍ରମଣ କରି ଗିରଫ*



ଗଞ୍ଜାମ (ମଣିଭଦ୍ରା ଖବର) କୁକୁଡ଼ାଖଣ୍ଡି ରାଜସ୍ବ ନିରୀକ୍ଷକ ଅଫିସ୍ ସମ୍ମୁଖରେ ପୈତୃକ ସଂପତ୍ତି ବିବାଦରେ ନଅ ଜଣ ଅଭିଯୁକ୍ତ ମିଶି ନିଜ ସମ୍ପର୍କୀୟ ଡ଼ି. ସନ୍ତୋଷ କୁମାର ପାତ୍ର  ଙ୍କୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିଥିଲେ, ଆସାମୀ ମାନେ ହେଲେ କୁକୁଡ଼ାଖଣ୍ଡି ଗ୍ରାମ ର ଡ଼ି. ଆଦି ନାରାୟଣ ଆଚାରୀ, ଡ଼ି. ଶ୍ୟମ୍ଭୁ ଆଚାରୀ, ଡ଼ି. ଚିନାବାବୁ ଆଚାରୀ, ଡ଼ି. ପାର୍ବତୀଶମ୍ ଆଚାରୀ, ଡ଼ି. ଶଙ୍କର ରାଓ ଆଚାରୀ ପିତା: ଡ଼ି. ଜଗନାଇକୁଲୁ ଆଚାରୀ, ଓ ଡ଼ି. ଶ୍ରୀକାନ୍ତ ଆଚାରୀ(ବୁଜି), ଡ଼ି. ସନ୍ତୋଷ କୁମାର ଆଚାରୀ, ଡ଼ି. ରାମାରାଓ ଆଚାରୀ, Ch. ଚନ୍ଦ୍ରମଣି ଆଚାରୀ, ବିଶେଷ ସୂତ୍ର ରୁ ଜଣା ପଡ଼ିଛି ଯେ ଉକ୍ତ ପୈତୃକ ସଂପତ୍ତି ବିବାଦ ମାନ୍ୟବର କୋର୍ଟ ରେ ବିଚାରଧୀନ ରହିଥିବା ବେଳେ ଅଭିଯୁକ୍ତ ମାନେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରିଥିଲେ, ଉକ୍ତ ଘଟଣା ରେ ପୋଲିସ୍ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଡ଼ି. ଆଦି ନାରାୟଣ ଆଚାରୀ ଙ୍କୁ ଗିରଫ କରିଛି, ଓ ଅନ୍ୟ ଆସାମୀ ଙ୍କୁ ଗିରଫ ନ କରିବାନେଇ ପୋଲିସ୍ ର ଭୂମିକାକୁ ନେଇ ଜନ ସାଧାରଣ ରେ ସନ୍ଦେହ ସୃଷ୍ଟି କରିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS