BREAKING
Loading...
:

୧୨ ଲିଟର ଦେଶି ମଦ ଜବତ,ଜଣେ ଗିରଫ

 ୧୨ ଲିଟର ଦେଶି ମଦ ଜବତ,ଜଣେ ଗିରଫ 

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଅବକାରୀ ବିଭାଗ କର୍ମଚାରୀ ଅଚାନକ ଚଢ଼ାଉ କରି ଗତ ଶୁକ୍ରବାର ଦିନ ଖଳି ସାହି ପଞ୍ଚାୟତ କୋଟ ପୋଖରୀ ଗ୍ରାମ ବାସିନ୍ଦା ଭଗବାନ କାଣ୍ଟିଆ ଙ୍କ ଠାରୁ ୧୨ ଲିଟର ଦେଶି ମଦ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ଅଧିକାରୀ ଦିପକ କୁମାର ଜେନା ଙ୍କ ତତ୍ବାବଧାନରେ ପ୍ରତ୍ୟୁଷ ରଞ୍ଜନ ଦେହୁରୀ , ଲକ୍ଷ୍ମୀ ଧର ବେହେରା ପ୍ରମୂଖ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରି ମଦ ଜବତ କରିଥିଲେ। ଦୋଷୀ ଭଗବାନ କୁ ଆଇନ୍ ହାଜତକୁ ପଠାଇ ଦିଆଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS