BREAKING
Loading...
:

ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା

 

ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା

ବ୍ୟୁରୋ (ମଣିଭଦ୍ରା ଖବର) ଆଜି ସକାଳୁ ବ୍ଲକ କଲୋନୀରୁ ବନ୍ଧ କୋଠରିରୁ ମୃତଦେହ ଉଦ୍ଧାର ଘଟଣା ସ୍ଥଳେ ନରସିଂହପୁର ପୋଲିସ। ପହଞ୍ଚି ତଦନ୍ତ ଆରମ୍ଭ କରିଛି କେଉଁ କାରଣ ରୁ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନି। ଯନ୍ତ୍ରୀ ଅଜୟ ସାମଲ ବ୍ଲକର ସାଗର, ଅଲରା,କାଞ୍ଜିଆପଦା ପଞ୍ଚାୟତ ଦାଇତ୍ୱରେ ଥିଲେ। ନରସିଂହପୁର ପୋଲିସ, ବ୍ଲକ ପ୍ରଶାସନ,ତହସିଲଦାର ବିଧାୟକ ପ୍ରମୁଖ ସେଠାରେ ଉପସ୍ଥିତ ଅଛନ୍ତି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS