ଖଣ୍ଡପଡ଼ା ବ୍ଲକ ରେ ନୂତନ ଏ ବି ଡି ଓ ଙ୍କ ଯୋଗଦାନ
ଖଣ୍ଡପଡ଼ା ୧୬,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଭାବେ ଝାଡେଶ୍ଵର ଦାସ ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟରେ ଯୋଗଦେଇ କାର୍ଯ୍ୟ ନିର୍ବାହ ଆରମ୍ଭ କରି ଥିଲେ। ବ୍ଲକ ର ସମସ୍ତ କର୍ମକର୍ତା ମାନେ ଏବିଡିଓ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରକାଶ ଥାଉକି ଖଣ୍ଡପଡ଼ା ବ୍ଲକ ରେ ଏହି ପଦବୀଟି ବହୁ ଦିନରୁ ଖାଲି ଥିବାରୁ ବ୍ଲକ ର କାର୍ଯ୍ୟ ଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ ସମ୍ପନ୍ନହୋଇପାରୁନଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା। ବର୍ତମାନ ଏବିଡିଓ ଯୋଗଦାନକରିବାରୁ ବ୍ଲକ ର ସମସ୍ତ କର୍ମକର୍ତା ଓ ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment