ଆଜି ବ୍ରହ୍ମପୁର ଆସୁଛନ୍ତି ବାଗେଶ୍ୱରଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ।
*ଆଜି ବ୍ରହ୍ମପୁର ଆସୁଛନ୍ତି ବାଗେଶ୍ୱରଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ମଙ୍ଗଳବାର ଆମ୍ବପୁଆ ବିବେକ ବିହାରରେ ସେ ପ୍ରବଚନ ଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପୂର୍ବାହ୍ନ ୧୦ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବିବେକ ବିହାରରେ କାର୍ଯ୍ୟକ୍ରମ ରହିଛି।ସେଠାରେ ଆୟୋଜିତ ବିଶ୍ଵ ମହାଶାନ୍ତି ଯଜ୍ଞରେ ମଧ୍ୟ ଯୋଗ ଦେବେ। ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେବେ। ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment