ନୂଆଦିଲ୍ଲୀ (ମଣିଭଦ୍ରା ଖବର) ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଠକେଇ କଲ୍ ଏବଂ ମେସେଜ ବିଷୟରେ ସୂଚନା ଦେବା ପାଇଁ ସଂଚାର ସାଥୀ ମୋବାଇଲ ଆପ୍ ଲଞ୍ଚ କରିଛି। ଶୁକ୍ରବାର କେନ୍ଦ୍ର ଯୋଗାଯୋଗ ଏବଂ ଉତ୍ତର-ପୂର୍ବ ଉନ୍ନୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ସଂଚାର ସାଥୀ ମୋବାଇଲ୍ ଆପ୍'ର ଶୁଭାରମ୍ଭ କରିଛନ୍ତି।
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment