ବାଣିଗୋଛା ଅଂଚଳ ରୁ ନାବାଳିକା ଚାଲାଣ ରାକେଟର ପର୍ଦାଫାସ୍ ।
★ ମଧ୍ୟପ୍ରଦେଶରୁ ଉଦ୍ଧାର ପରେ ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ ।
★ ପୁରୀ ବୁଲି ଯିବାକୁ କହି ୨ ଲକ୍ଷରେ ବିକ୍ରି କରିଥିଲେ
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଓଡ଼ିଆ ଝିଅଙ୍କୁ ଓଡ଼ିଶା ବାହାରେ ବିକ୍ରି କରାଯାଇଛି। ମଧ୍ୟପ୍ରଦେଶ, ଝାନ୍ସି ଆଦି ସ୍ଥାନରେ ପୁଅ ଅନୁପାତରେ ଝିଅଙ୍କ ସଂଖ୍ୟା କମ୍ ରହୁଥିବାରୁ ଓଡ଼ିଶା ରୁ ଏସବୁ ରାଜ୍ୟରୁ ଝିଅ ଚାଲାଣ ପାଇଁ ଦଲାଲ୍ ସକ୍ରିୟ ରହିଛନ୍ତି । ଏଥିପାଇଁ ମୋଟା ଅଙ୍କର ଡିଲ୍ ପରେ ଓଡ଼ିଆ ଝିଅଙ୍କୁ ଟେକି ଦିଆଯାଇଥିବା ଗଳି କନ୍ଦିରୁ ସୂଚନା ସାମ୍ନା କୁ ଆସିଛି । ଏ ସବୁ ମାଳ ଅଞ୍ଚଳରୁ ଏଲିକି ବହୁ ଓଡ଼ିଆ ଝିଅ ବାହାର ରାଜ୍ୟ ରେ ବିବାହ କରିଥିବା ଜଣାପଡ଼ିଛି । ଦଶପଲ୍ଲା ପଶ୍ଚିମାଞ୍ଚଳ ବାଣିଗୋଛା ଆନା ଅଞ୍ଚଳର ଜଣେ ନାବାଳିକା (୧୩ ବର୍ଷ) ଙ୍କୁ ମଧ୍ୟପ୍ରଦେଶକୁ ପୁଲିସ ଉଦ୍ଧାର କରିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ନାବାଳିକାଙ୍କୁ ଚାଲାଣ ପାଇଁ ପ୍ରଲୋଭିତ କରାଇ କାମୁସାହି କଲୋନୀସାହି ଗ୍ରାମର ମିଲି ବିନ୍ଧାଣୀ ଏବଂ ବନିତା ମହାରଣା ଭୁବନେଶ୍ଵର ନେଇଯାଇଥିଲେ । ନାବାଳିକାଙ୍କ ପରିବାର ପକ୍ଷକୁ ଥାନାରେ ଅଭିଯୋଗ ପରେ ଉଭୟଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ମାତ୍ର ବାଣିଗୋଛା ଥାନା ଅଧିକାରୀ ବିନୟ ଭଞ୍ଜନ ପରିଡ଼ାଙ୍କ ଅଦମ୍ୟ ପ୍ରଚେଷ୍ଟାରେ ନାବାଳିକାଙ୍କୁ ଉଦ୍ଧାର ଜରାଯିବା ପରେ ଘଟଣା ଉପରୁ ପରଦା ହଟିଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ମିଲି ବିନ୍ଧାଣୀ ନା ବାଳିକା କୁ କାମ କରିବା ପାଇଁ ପ୍ରଲୋଭିତ କରାଇ, ଭୁବନେଶ୍ଵର ଡାକି ନେଇଥିଲେ । ସେଠାରେ ୨ରୁ ୩ ମାସ କାମ କରାଇବା ପରେ ପୁରୀ ବୁଲିଯିବାକୁ କହିଥିଲେ। ଏଥିପାଇଁ ଟ୍ରେନ୍ ଟିକେଟ କରିଥିବା ମଧ୍ୟ କହିଥିଲେ। ମାତ୍ର ଟ୍ରେନ୍ରେ ବସିବା ପରେ, ପୁରୀ ତୁହେଁ ବରଂ ଓଡ଼ିଶା ବାହାରକୁ ଯାଉଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ବୁଲି ଆସିବା ପାଇଁ କହିବା ପରେ ତାଙ୍କୁ ସିଧା ମଧ୍ୟପ୍ରଦେଶ ନିଆଯାଇଥିଲା । ସେଠାରେ ତାଙ୍କୁ କନ୍ତ୍ରୀତ କରିବା ପାଇଁ ଆଲୋଚନା କରିବା ପରେ ସେ ବିରୋଧ କରିଥିଲେ। ଏହା ପରେ ସୁରତଙ୍କ ପରିବାର ପକ୍ଷରୁ ୨ ଇକ୍ଷ ଟଙ୍କା କାରବାର ହୋଇଥିଲା । କୌଣସି କପାୟ ନଥିବା ହେତୁ ଶେଷରେ ତାଙ୍କ କଥାରେ ସେ ଗାନ ହୋଇ ରହିଥିଲେ। ପରେ ମଧ୍ୟପ୍ରଦେଶର ଜଣି ଅଞ୍ଚଳର ଛୋଟୁ ରାଜପୁତ୍ର (୩୦)ଙ୍କ ସହ ତାଙ୍କର ବିବାନ କରାଯାଇଥିଲା ନେଲେ କିଭଳି ପରିବାରକୁ ସୂଚନା ବେଳେ ସେନେଇ ସୁଯୋଗ ଖୋଜୁଥିଲେ ଶେଷରେ ସୂଚାପାରେ ପରିବାରକୁ ଫୋନ୍ କରି ନଯାଉଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଆନା ଅଧିକାରୀ ଶ୍ରୀ ପରିଡ଼ା ନାବାଳିକାଙ୍କୁ ରଦ୍ଧାର ପାଇଁ ଜାଲ ବିଛାଇଥିଲେ ଫୋନ୍ କରିଥିବା ନମ୍ବରକୁ ଗ୍ରୀକ୍ କରି ଶେଷରେ ମଧ୍ୟପ୍ରଦେଶରେ ପନଥିଲେ ସେଠାକାର ପୁଲିସ ସହାୟତାରେ ଗଜୋଲି ନାବାଳିକାଙ୍କୁ ନାବାଳିକାଙ୍କ ବୟାନ ରେକର୍ଡ, ଯୁବକ ଅଟକ ତାହାର କରାଯିବା ପରେ ଆଜି ଅନ୍ୟକୁ ଅଣାଯାଉଛି। ନାବାନିକାଲା ବୟାନ ରେକର୍ଡ କରାଯିବା ମନ ମଧ୍ୟରେ ସିଡକୁସିରେ ମାନର କରାଯାଇଥିବା ସେ କହିଛନ୍ତି। ନ୍ୟପାର୍ଶ୍ୱରେ, ଏହି ଘଟଣାରେ ସମ୍ପୃକ୍ତ ମହିଳା ଦଲାଇ ଫେରାର୍ ଥିବାବେଳେ ତାଙ୍କୁ ଖୁବ୍ଶୀଘ୍ର ଭିରଫ କରାଯିବା ପରେ ଅଧିକ ତଥ୍ୟ ସମ୍ପକୁ ଆସିବ ବୋଲି ପୁଲିସ ଆଶା ରଖିଛି । ଏପଟେ ଅଭିଯୁକ୍ତ ଛୋଟୁ ରାଜପୁତକୁ ଅଟକ ରଖାଯାଇଥିବା ଥାନାଧିକାରୀ ବିନୟ ରଂଜନ ପରିଡା କହିଛନ୍ତି ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment