ସୁନାପାଳ କୋଲେଶ୍ୱର ମନ୍ଦିର ନିକଟରେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ପିକଅଫ
କଟକ(ମଣିଭଦ୍ରା ଖବର ) ବଡ଼ମ୍ବା ଥାନା ଅନ୍ତର୍ଗତ ସୁନାପାଳ କୋଲେଶ୍ୱର ମନ୍ଦିର ନିକଟରେ ବୃଦ୍ଧଙ୍କ ଉପରେ ଚଢ଼ିଗଲା ପିକଅଫ। ଘଟଣା ସ୍ଥଳରେ ବୃଦ୍ଧ ଶ୍ରତ୍ରୁଘ୍ନ ପୃଷ୍ଟି (୭୫)ଙ୍କର ମୃତ୍ୟୁ। ଅତ୍ୟଧିକ ମଦ୍ୟପାନ କରି ଡ୍ରାଇଭର କଟକରୁ ନରସିଂହପୁର ଆସୁଥିବା ଏକ ପିକ ଅଫ ଗାଡି କୋଲେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟାଇଛି।। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ମାନସ କୁମାର ସାହୁ, କଟକ
Post a Comment