BREAKING
Loading...
:

କୋଣାର୍କ ଉତ୍ସବ ରଦ୍ୱିତୀୟ ଦିନରେ ମଣିପୁର ମୃଦଙ୍ଗ ନୃତ୍ୟରେ କମ୍ପାଲା ମୁକ୍ତାକାଶ ମଞ୍ଚ ।ଓଡ଼ିଶୀ ନୃତ୍ୟ ରେ ସୂର୍ଯ୍ୟ ବନ୍ଦନା ନୃତ୍ୟ ପରିବେଷଣ

 କୋଣାର୍କ ଉତ୍ସବ ରଦ୍ୱିତୀୟ ଦିନରେ ମଣିପୁର ମୃଦଙ୍ଗ ନୃତ୍ୟରେ  କମ୍ପାଲା ମୁକ୍ତାକାଶ ମଞ୍ଚ ।ଓଡ଼ିଶୀ ନୃତ୍ୟ ରେ ସୂର୍ଯ୍ୟ ବନ୍ଦନା ନୃତ୍ୟ ପରିବେଷଣ ।

 ଭୁବନେଶ୍ଵର (ମଣିଭଦ୍ରା ଖବର) ବିଶ୍ୱ ପ୍ରସିଦ୍ଧ କୋଣାର୍କ ରେ ଅନୁଷ୍ଠିତ ହୋଇଥିବା ୩୫ ତମ କୋଣାର୍କ ଉତ୍ସଵ ର ଦ୍ୱିତୀୟ ଦିନରେ ମଣିପୁର  ର ମୃଦଙ୍ଗ ନୃତ୍ୟ ରେ ମଞ୍ଚ କମ୍ପିଉଠିଥିବା ବେଳେ ଓଡିଶା ଓଡିଶୀ ନୃତ୍ୟ ରେ ସୂର୍ଯ୍ୟ ବନ୍ଦନା ନୃତ୍ୟ ପରିବେଷଣ କରିଥିଲେ ।ଏହି ଦ୍ୱିତୀୟ ଦିନରେ  ଅତିଥି ଭାବେ  ପଞ୍ଚାୟତ ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ , ସୁପ୍ରିମକୋର୍ଟ ର ମାନ୍ୟବର ବିଚାରପତି ଜଷ୍ଟିଜ ପ୍ରଶାନ୍ତ କୁମାର ମିଶ୍ର ,ଓଡିଶା ହାଇକୋର୍ଟ ର ମୁଖ୍ୟ ନ୍ୟାୟମୂର୍ତି ମାନ୍ୟବର ଜଷ୍ଟିଜ ଚକ୍ରଧର ଶରଣ ସିଂ ,ପୂର୍ବତନ ରେଳପଥ ର ମହାପ୍ରବନ୍ଧକ ପରମେଶ୍ବର ଫଙ୍କୟାଲର  ,ଓ ପର୍ଯ୍ୟଟକ ବିଭାଗ ର ସ୍ୱତନ୍ତ୍ର  ଶାସନ ସଚିବ ବାଳ ମୁକୁନ୍ଦ ଭୂୟାଁ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଜଗନ୍ନାଥ ପ୍ରତିମୂର୍ତ୍ତି ପାଖରେ ପ୍ରଦୀପ ଜାଳି ଦ୍ୱିତୀୟ ଦିନର କୋଣାର୍କ ଉତ୍ସଵ -୨୦୨୪ କୁ ଉଦଘାଟନ କରିଥିଲେ ।ଏହି ଉତ୍ସବ ରେ ଦେଶ ଓ ଦେଶ ବାହାରୁ ହଜାର2ହଜାର ସଂଖ୍ୟାରେ ଦର୍ଶକ  ଆସି ନୃତ୍ୟ ଦେଖିଥିଲେ ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS