BREAKING
Loading...
:

ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍‌

 ପରୀକ୍ଷାରେ ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ୍‌


-ନୂଆ ବିଲ୍‌ରେ ରହିଛି କଠୋର ଦଣ୍ଡ ବିଧାନ ବ୍ୟବସ୍ଥା

-ଅଧିନିୟମ ଅଧିନରେ ସମସ୍ତ ଅପରାଧ ଜାମିନ ବିହୀନ

-ସମସ୍ତ ଅପରାଧ ମଧ୍ୟ ରଫା ଅଯୋଗ୍ୟ, ବୁଝାମଣା କରାଯିବନି

-ବ୍ୟକ୍ତିଗତ ଭାବେ ଅପରାଧ ପ୍ରମାଣିତ ହେଲେ ୩ରୁ ୫ ବର୍ଷ ଜେଲ୍‌

-ଜେଲ୍‌ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ ସଂପୃକ୍ତ ବ୍ୟକ୍ତି

-ଜରିମାନା ନଦେଲେ ଆଇନ ଅନୁସାରେ ଅଧିକ ଜେଲ୍‌ ଦଣ୍ଡ

-ସେବା ଯୋଗାଣକାରୀ ସଂସ୍ଥା ଗଫଲତି କଲେ ୧ କୋଟି ଜରିମାନା

-ସଂପୃକ୍ତ ସଂସ୍ଥାକୁ ୪ ବର୍ଷ ପର୍ଯ୍ୟନ୍ତ ପରୀକ୍ଷା ସଂଚାଳନ ଦାୟିତ୍ବ ଦିଆଯିବନି

-ଅଧିକାରୀଙ୍କ ସହଯୋଗ, ସହମତିରେ ଗଫଲତି ହେଲେ କଠୋର ଦଣ୍ଡ

-ସଂପୃକ୍ତ ଅଧିକାରୀଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ୍‌ ଦଣ୍ଡ ହେବ

-ଜେଲ୍‌ ସହ ସଂପୃକ୍ତ ଅଧିକାରୀଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ

-ସଂଗଠିତ ଭାବେ ଅନିୟମିତତା କରିଥିଲେ ଦୋଷୀଙ୍କୁ ଜେଲ୍‌, ଜରିମାନା

-ଜେଲ୍‌ ସହ ସଂପୃକ୍ତ ଅଧିକାରୀଙ୍କୁ ୧ କୋଟି ଟଙ୍କା ଜରିମାନା କରାଯିବ

-କୌଣସି ଅନୁଷ୍ଠାନ ସଂପୃକ୍ତ ଥିଲେ ସଂପତ୍ତି ବାଜ୍ୟାପ୍ତ ଓ ଜବତ ହେବ

-ବାଜ୍ୟାପ୍ତ ସଂପତ୍ତିରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ଆଦାୟ କରାଯିବ

-ଜଣେ ଡିଏସ୍‌ପି ବା ଏସିପି ରାଙ୍କ ଅଧିକାରୀ ମାମଲାର ତଦନ୍ତ କରିବେ

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS