ନୟାଗଡ଼ (ରୀନା ସାହୁ) ଚିଲିକା ରେ ପକ୍ଷୀ ଶିକାର ଅଭିଯୋଗରେ ଜଣେ 75 ବର୍ଷର ବୃଦ୍ଧ ଗିରଫ... ଗିରଫ ବୃଦ୍ଧ ଙ୍କର ଘର ଟାଙ୍ଗୀ ଥାନା ବାଲିନାସୀ ଗ୍ରାମରେ. ବୃଦ୍ଧଙ୍କର ନାମ ଅର୍ଜୁନ ଘଡ଼ାଇ 75 ବର୍ଷ...
ତାଙ୍କ ନିକଟରୁ ଦୁଇଟି ମୃତ୍ୟୁ ବିଦେଶୀ ପକ୍ଷୀ ଜବତ ହୋଇଥିବା ବନ୍ୟ ପ୍ରାଣୀ ବିଭାଗ ଦେଇଛି ସୂଚନା...
ବାଲିନାସୀ ଗ୍ରାମ ନିକଟରୁ ବୃଦ୍ଧଙ୍କୁ ଗିରଫ କରାଯାଇଛି...
ମଣିଭଦ୍ରା ଖବର,ନୟାଗଡ
Post a Comment