BREAKING
Loading...
:

ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତରେ ବାଧା

 ରାସ୍ତା ଅବସ୍ଥା ଶୋଚନୀୟ, ଯାତାୟାତରେ ବାଧା 

(ମଣିଭଦ୍ରା ଖବର) କୁକୁଡା ଖଣ୍ଡି, ଜଗଦଳପୁର ଠାରୁ ରତନପୁର ନିକଟରେ ଏନ୍ ଏଚ୍ କୁ ସଂଯୋଗ କରୁଥିବା ରାସ୍ତା ଟି ବହୁତ ଦିନ ହେଲା ଅଧାପନ୍ତରିଆ ଭାବେ ପଡିରହିଛି,ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯିବା ଆସିବା କରନ୍ତି, ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ନଜିର ଅଛି ।ଏଣୁ ବିଭାଗ  ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ, ଉଭୟ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସାଧାରଣ ଜନତା ବହୁତ ଉପକୃତ ହେବେ ।


ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS