BREAKING
Loading...
:

ନୂଆଗାଁ +୩ ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

 ନୂଆଗାଁ +୩ ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ +୩ ଡ଼ିଗ୍ରୀ କଲେଜରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଗ୍ରାମ ଅଧିକାରୀ ତଥା ସଂସ୍କୃତ ଅଧ୍ୟାପିକା ଦେବକୀ ସାହୁ ଏବଂ ଓଡ଼ିଆ ଅଧ୍ୟାପକ ଉପେନ୍ଦ୍ର କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ରେ ଛାତ୍ର ସିପୁନ କୁମାର ସ୍ୱାଇଁ, ସୂର୍ଯ୍ୟକାନ୍ତ ନାୟକ,ଆଶିଷ ପ୍ରଧାନ,ସନ୍ତୋଷ ବେହେରା,ପୀତବାସ ବେହେରା,ପପୁ ନାୟକ,ଚିତ୍ତରଞ୍ଜନ ବେହେରା,ଯୁବୁଲି ପ୍ରଧାନ,ସମୀର ସାହୁ ,ଛାତ୍ରୀ ରୋଜାଲିନ ନାୟକ, ପୂଜାରାଣି ପରିଡ଼ା,ମଧୁସ୍ମିତା ମୁଦୁଲି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପୋଗ୍ରାମ ଅଫିସର କହିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS