BREAKING
Loading...
:

ଦଶପଲ୍ଲା ପୋଲିସ୍ ଦ୍ବାରା ହେଲମେଟ୍ ଚେକିଂ ।

 ଦଶପଲ୍ଲା ପୋଲିସ୍ ଦ୍ବାରା ହେଲମେଟ୍ ଚେକିଂ ।



ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ବ୍ୟସ୍ତ ବହୁଳ ଦଶପଲ୍ଲା ଠାରୁ ଭଞ୍ଜନଗର ରାଜ୍ୟ ରାଜପଥ ରେ ପ୍ରତ୍ୟେକ ଦିନ ଶହଶହ ଯାନ ବାହାନ ଯାତାୟାତ କରୁଥିବା ବେଳେ ବିନା ହେଲମେଟ ରେ ଯାତ୍ରୀ ମାନେ,ବେପରୁଆ ଭାବରେ ଯାତାୟାତ କରୁଥିବାରୁ ସଡ଼କ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥିବାବେଳେ , ସେହି ରାସ୍ତା ଚୋରି, ରାହାଜାନି, ଡକାୟତି ହେଉଥିବାରୁ ,ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସବ୍ ଇନସପେଷ୍ଟର ତାରାକାନ୍ତ ପଟ୍ଟନାୟକ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଦଶପଲ୍ଲା ,ଭଞ୍ଜନଗର ରାସ୍ତା ର ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରିବା ସହ ସାଧାରଣ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS