BREAKING
Loading...
:

ବାଲୁଗାଁ- ବାଣପୁର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବରେ ୭୬ତମ ସ୍ବାଧିନତା ଦିବସ ପାଳନ !!!

 ବାଲୁଗାଁ- ବାଣପୁର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବରେ ୭୬ତମ ସ୍ବାଧିନତା ଦିବସ ପାଳନ !!!



ବାଲୁଗାଁ (ମଣିଭଦ୍ରା ଖବର)ସାରାଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ସାରା ରାଜ୍ୟ ଆଜି ୭୬ତମ ସ୍ବାଧିନତା ଦିବସ ପାଳନ କରୁଛି। ଏହି ପରି ପ୍ରେଯୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର- ବାଲୁଗାଁର ଅଗ୍ରଣୀ ସାମ୍ବାଦିକ ସଂଘ ଶାଳିଆ ପ୍ରେସ କ୍ଲବରେ ପାଳିତ ହେଇଯାଇଛି ଏହି ପବିତ୍ର ଦିବସ। ୨୦୧୮ ମସିହାରୁ ୨୦୨୧ ମଧ୍ୟରେ ପଞ୍ଚମ ଥର ପାଳିତ ହେଇଯାଇଛି ଏହି ଦିବସ। ଏଥିରେ କ୍ଲବର ସଭାପତି,ଉପସଭାପତି, ସମ୍ପାଦକ, ସହ ସମ୍ପାଦକ,ଙ୍କ ସମେତ କ୍ଲବ ର ଅନ୍ୟାନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।ଏଥିରେ କିପରି ଭାବରେ ଲୋକ ମାନଙ୍କ ସମସ୍ୟା କୁ ଦୁରିକରଣ କରାଯିବ ସେ ବିଷୟରେ ସମ୍ପୁର୍ଣ୍ଣ ଆଲୋଚନା କରାଯାଇଥିଲା ଓ ସାଧାରଣ ଲୋକ କିପରି ଭାବରେ ଉଚିତ୍ ନ୍ୟାୟ ପାଇବେ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା, ଏଥିରେ ସଭାପତି ଅଜିତ ସାହୁ ,ଉପସଭାପତି ସୀତାରାମ ଅଗ୍ରୱାଲ, ସମ୍ପାଦକ ସେକ୍ ରୌସନ, ଓ ସଂଘର ସଦସ୍ୟ ଅନିଲ ପାଇକରାୟ, ଦିଲ୍ଲୀପ କୁମାର ସ୍ୱାଇଁ, ରାକେଶ ସାହୁ, ଅରୁଣ କୁମାର ପଣ୍ଡା, ଦିବ୍ୟକାନ୍ତ ବେହେରା,ସୁଧୀର ପାତ୍ର, ଚନ୍ଧନ ସୁନ୍ଦରାୟ, ଚାଣକ୍ୟ ମିଶ୍ର, ତ୍ରିଲୋଚନ ସାହୁ, ପ୍ରଭାତ କୁମାର ନାୟକ, ପ୍ରଦୀପ କୁମାର ସେଠୀ, ମନୋରଂଜନ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ। 


ଖୋର୍ଦ୍ଧାରୁ ସଂଗ୍ରାମ କେଶରୀ ରଣାଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS