BREAKING
Loading...
:

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ ଓ ଜଣେ ଆହତ ।

 


ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ ଓ ଜଣେ ଆହତ ।  


ସୁବର୍ଣ୍ଣପୁର(ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କୁହିବାହାଳ ରାସ୍ତାରେ ଆଜି ଦୁଇ ବାଇକ ମଧ୍ୟରେ ମୂହାମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ ଜଣକୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ଚିକତ୍ସା ପାଈଁ ପଠାଯାଇଥିବା ଜଣାପଡିଛି  । ଦୁର୍ଘଟଣା ପରେ ଉଭୟଙ୍କୁ ବିନିକା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା ଡାକ୍ତର ଦେଖିବା ପରେ ବିଶ୍ବମ୍ବର ବଗର୍ତ୍ତି(୫୭)ଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଶ୍ୱମ୍ବର ବଗର୍ତ୍ତି ଖଲିଆପାଲି ଗ୍ରାମର ଓ କେନ୍ଦୁ ଲିଫ୍ ବିଭାଗରେ  ହେଡ ଚେକର୍ ଭାବେ କାର୍ଯ୍ୟ କରୁଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS