BREAKING
Loading...
:

୭୦ କୋଟି ଠକେଇ; କପ୍ତିପଦାରେ ED ରେଡ୍‌




 ୭୦ କୋଟି ଠକେଇ; କପ୍ତିପଦାରେ ED ରେଡ୍‌ ।

ଉଦଳା: କପ୍ତିପଦାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ର ଚଢ଼ାଉ ।

ବିଶୋଳ ଗାଁରେ EDର ୩ ଜଣିଆ ଟିମ୍‌, ୨ ବ୍ୟାଙ୍କ ଅଧିକାରୀ ଓ ପୋଲିସ୍‌ ।

କୋଲକାତାର ଟ୍ରେଡିଂ କମ୍ପାନୀ ଓଡ଼ିଶା ମୁଖ୍ୟ ଈଶ୍ୱର ବିନ୍ଧାଣୀଙ୍କ ଘରେ ରେଡ୍‌ ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୭୦ କୋଟି ଟଙ୍କା ଠକେଇ ଅଭିଯୋଗ ।

ମୟୁରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ଠକେଇ ଅଭିଯୋଗ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS