BREAKING
Loading...
:

ଏବେ ପ୍ରତ୍ୟେକ ଜାତିଗତ ବିବାଦରେ ଲାଗିବନି SC-ST ଆକ୍ଟ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

 ଏବେ ପ୍ରତ୍ୟେକ ଜାତିଗତ ବିବାଦରେ ଲାଗିବନି SC-ST ଆକ୍ଟ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି



ଆଲ୍ଲାହାବାଦ ହାଇକୋର୍ଟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (SC-ST) ଅତ୍ୟାଚାର ନିବାରଣ ଅଧିନିୟମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଅଭିଯୋଗକାରୀ ଅନୁସୂଚିତ ଜାତି ବା ଜନଜାତିର ହେବା ଆଧାରରେ SC-ST ଆକ୍ଟ ଅନୁଯାୟୀ ଅପରାଧ ହୁଏ ନାହିଁ। ମାମଲାରେ ଜାତି ଆଧାରରେ ଅପମାନିତ କରିବା ଏବଂ ଜାତିସୂଚକ ଶବ୍ଦ ବ୍ୟବହାର ସହ ଜଡ଼ିତ ଅଭିଯୋଗ ସ୍ପଷ୍ଟ ହେବା ମଧ୍ୟ ଜରୁରୀ।


ହାଇକୋର୍ଟ କହିଛନ୍ତି ଯେ, ଯଦି FIRରେ ଜାତି ଆଧାରରେ ଅପମାନିତ କରିବା କିମ୍ବା ଜାତିସୂଚକ ଅପଶବ୍ଦ ବ୍ୟବହାରର ସ୍ପଷ୍ଟ ଅଭିଯୋଗ ନାହିଁ, ତେବେ କେବଳ ଏହି ପରିସ୍ଥିତି ଆଧାରରେ SC-ST ଆକ୍ଟ ଅନୁଯାୟୀ ଅପରାଧ ମନାଯିବ ନାହିଁ। ମାମଲାର ତଥ୍ୟ ଏବଂ FIRରେ ଲଗାଯାଇଥିବା ଅଭିଯୋଗ ଆଧାରରେ ଅଦାଲତ ଏହି ମନ୍ତବ୍ୟ ଦେଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS