BREAKING
Loading...
:

୨ ବିମାନ ଧକ୍କା; ୪ ପାଇଲଟ ମୃତ

 ୨ ବିମାନ ଧକ୍କା; ୪ ପାଇଲଟ ମୃତ



ଫିଲିପାଇନ୍‌ରେ ମଝି ଆକାଶରେ ୨ ବିମାନ ଧକ୍କା; ୪ ପାଇଲଟ ମୃତ ।

ରାଜଧାନୀ ମାନିଲା ପାଖରେ ୨ଟି ଟ୍ରେନିଂ ଏୟାକ୍ରାଫ୍ଟ ସାମ୍ନାସାମ୍ନି ।

ଏୟାର ବେସ୍‌ ଭିତରେ ଖସି ପଡ଼ିଥିବା ଦେଶର ବାୟୁସେନା ପକ୍ଷରୁ ସୂଚନା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS