BREAKING
Loading...
:

ଆନ୍ଧ୍ର ମୁହାଁ ଭୀଷଣ ବାତ୍ୟା

 



ଆନ୍ଧ୍ର ମୁହାଁ ଭୀଷଣ ବାତ୍ୟା 

ଘନୀଭୂତ ହେବାରେ ଲାଗିଛି । ବଙ୍ଗୋପସାଗରରେ ସୃଷ୍ଟ ଅବପାତ ।

ଦକ୍ଷିଣପୂର୍ବ ମୁହାଁ ହୋଇ ଘଣ୍ଟା ପ୍ରତି ୮ କିମି ବେଗରେ ଗତି କରୁଛି ।

ବିଶାଖାପାଟଣା ଠାରୁ ୮୬୦ କିମି ଦୂରରେ ଅବସ୍ଥିତ ସମ୍ଭାବ୍ୟ ବାତ୍ୟା ।

କାକିନାଡ଼ା ଠାରୁ ୯୫୦ କିମି, ମଚ୍ଛଲିପଟ୍ଟନମ ଠାରୁ ୧୦୬୦ କିମି ଦୂରରେ ।

ବାପଟଲା ଠାରୁ ୧୧୩୦ କିମି ଦୂରରେ ଅବସ୍ଥିତ ସମ୍ଭାବ୍ୟ ବାତ୍ୟା ।

ଏହା ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ ।

କାଲି ସକାଳ ସୁଦ୍ଧା ବାତ୍ୟା, ୨୭ ସକାଳ ବେଳକୁ ଅତିଭୀଷଣ ବାତ୍ୟା ।

୨୮ ତାରିଖ ସକାଳ ବେଳକୁ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ।

ବିଶାଖାପାଟଣା-ବାପଟଲା ମଧ୍ୟରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା ।

୨୮ ପୂର୍ବାହ୍ନରେ ସର୍ବାଧିକ ପବନର ବେଗ ରହିବ ୧୪୦ କିମି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS