BREAKING
Loading...
:

ଅଫିସରେ ଉପସ୍ଥିତ ରହିବେ ସଚିବ

 



ଅଫିସରେ ଉପସ୍ଥିତ ରହିବେ ସଚିବ l

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ବଡ଼ ନିର୍ଦ୍ଦେଶ l

ସବୁ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ l

ସମସ୍ତ ACS, ସଚିବ, କମିଶନର ଉପସ୍ଥିତ ରହିବେ ।

ବାତ୍ୟାର ମୁକାବିଲା ଓ ପରିଚାଳନା ପାଇଁ ନିର୍ଦ୍ଦେଶ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS