*ଖପ୍ରାଖୋଲ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ବର୍ଷା ଶହ ପବନ*
ବଲାଙ୍ଗୀର -: ବଲାଙ୍ଗୀର ଜିଲ୍ଲା ସଦର ମହକୁମା ପାଟଣାଗଡ଼ ଉପଖଣ୍ଡ ଟିଟିଲାଗଡ ଉପଖଣ୍ଡ ଆଦି ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ର ପ୍ରଭାବ ଗତ କାଲି ଠାରୁ ଝିପି ଝିପି ବର୍ଷା ହାଲକା ପବନ ବୋହୁଥିବା ବେଳେ ଆଜି ଭୋର ସକାଳୁ ସକାଳୁ ପ୍ରବଳ ପବନ ଓ ବର୍ଷା ଦେଖିବାକୁ ମିଳିଛି,ଜିଲ୍ଲାର ଅନେକ ଅଞ୍ଚଳରେ ଚାଷ ଧାନ କପା ମକା ଗହମ ଆଦି ବର୍ଷା ଓ ପବନର ବେଗ ରେ ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ଚାଷୀ ଙ୍କର ସୁନାର ସଂସାର ଉଜୁଡି ଯାଇଥିବା ଚାଷୀ ମାନେ କହିଛନ୍ତି,ବର୍ଷା ଓ ପବନ ର ମାଡ଼ ରେ କିଛି କିଛି ସ୍ଥାନରେ ଲୋକଙ୍କର ଘର ଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି,ଏବଂ ଜିଲ୍ଲା ସାରା ବର୍ଷା ଓ ପବନ ଲାଗିରହିଛି,ଆଜି ଛତିଶଗଡ ମୁହାଁ ହୋଇଥିବା ଜଣା ପଡୁଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment