BREAKING
Loading...
:

୨୭ ସନ୍ଧ୍ୟାରୁ ଓଡ଼ିଶାରେ ବର୍ଷା: ମନୋରମା

 *୨୭ ସନ୍ଧ୍ୟାରୁ ଓଡ଼ିଶାରେ ବର୍ଷା: ମନୋରମା



୨୭ ସନ୍ଧ୍ୟାରୁ ଓଡ଼ିଶାରେ ବର୍ଷା ଆରମ୍ଭ ନେଇ ପୂର୍ବାନୁମାନ ।

ପ୍ରେସମିଟ୍‌ରେ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।

୨୭ ସନ୍ଧ୍ୟାରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ହେବ’

‘୨୮ରୁ ବର୍ଷା ବଢ଼ିବ, କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷିବ’

ଏପରିକି କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ’

୨୮ ତାରିଖ ସକାଳେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବ’

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS