BREAKING
Loading...
:

ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ ପରିସରରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ

 ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ ପରିସରରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ 



ଗଣିଆ (ମଣିଭଦ୍ରା ଖବର) ବିଦ୍ୟାଳୟରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି। ରାମଚନ୍ଦ୍ର ପ୍ରାଣବନ୍ଧୁ ନୋଡାଲ ବିଦ୍ୟାପୀଠ ରାସଙ୍ଗର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରାସଙ୍ଗ ବିଦ୍ୟାଳୟରେ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି। ହୃଦଘାତରୁ ବଂଚିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଜୀବନରେ ଖାଦ୍ୟପେୟର ପରିବର୍ତ୍ତନ ସହିତ ହୃତପିଣ୍ଡକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ ବ୍ୟlୟାମ କରିବାକୁ ଏବଂ ଯଙ୍କ ଫୁଡ, ତେଲ ମସଲା କମ କରିବାକୁ ପରାମର୍ଶ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ।ତତ ସହିତ ସମସ୍ତଙ୍କୁ ସ୍ୱାସ୍ଥ୍ୟପ୍ରତି ସଚେତନ ହେବାକୁ କହିଥିଲେ। ଏଥିରେ ଜେଆରସି ବ୍ଲକ କୋଅର୍ଡିନେଟର ଭାବେ ବିଦ୍ୟାଳୟର ଭାଗୀରଥି ଜାନିଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହ ଯୋଗ କରିଥିଲେ।


ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS