ସିଏଜି ରିପୋର୍ଟ ଉପସ୍ଥାପିତ ।
ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ ।
GST ଅଧୀନରେ ଥିବା ଇ-ୱେ ବିଲ୍ରେ ବଡ଼ ଅନିୟମିତତା ଧରିଲେ ସିଏଜି ।
ପାନୀୟ ଜଳ ଯୋଗାଣରେ ବିଫଳ ହୋଇଥିଲେ ପୂର୍ବ ସରକାର ।
୨୦୧୯-୨୪ରେ ୨୦୭ଟି ବୃହତ ଜଳ ଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା ।
୧୩୩ଟି ପ୍ରକଳ୍ପ ଜଳ ଜୀବନ ମିଶନ ଅଧୀନରେ ଥିଲା ।
-ଜୁନ୍ ୨୦୨୪ ସୁଦ୍ଧା ମାତ୍ର ଦୁଇଟି ସମ୍ପୂର୍ଣ୍ଣ ହୋଇଥିଲା ।
ରାଜ୍ୟରେ 5T ସ୍କୁଲ୍ ରୂପାନ୍ତରଣରେ ଅନିୟମିତତା ଧରିଲେ ଏଜି ।
ବେସରକାରୀ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା
ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଆସୁନଥିଲେ ମଧ୍ୟ ରୂପାନ୍ତରଣ ହୋଇଛି ।
ମୌଳିକ ସୁବିଧା ନଥିବାରୁ ରୂପାନ୍ତରିତ ଶ୍ରେଣୀଗୃହ ଓ ବିଜ୍ଞାନଗାର ଅକାମୀ ।
ଉପକୂଳବର୍ତ୍ତୀ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ପଦକ୍ଷେପ ନେଇନଥିଲେ ପୂର୍ବ ସରକାର ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment