BREAKING
Loading...
:

ସମ୍ବଲପୁରରେ ଏମ୍ସ ହେବା ଆଶା କ୍ଷୀଣ ! ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ମନା କଲେ ନଡ୍ଡା !!

 ସମ୍ବଲପୁରରେ ଏମ୍ସ ହେବା ଆଶା କ୍ଷୀଣ ! ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ମନା କଲେ ନଡ୍ଡା !!



ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ସ୍ଥାପନକୁ ନେଇ ଆଶା ରଖିଥିବା ଓଡ଼ିଶାବାସୀଙ୍କୁ ଝଟକା । ସମ୍ବଲପୁରରେ ଏମ୍ସ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିବା ଘୋଷଣା ଏବଂ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସକାରାତ୍ମକ ଉତ୍ତର ମିଳିନଥିବା ନେଇ ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ବଲପୁରରେ ନୂଆ ଏମ୍ସ ସ୍ଥାପନ ନେଇ କେନ୍ଦ୍ରର ପ୍ରସ୍ତାବ ଓ ବଜେଟ୍‌ରେ ଏଭଳି ବ୍ୟବସ୍ଥା ନଥିବା ଜଣାଇଛନ୍ତି । ୨୦୨୪ ଅଗଷ୍ଟ ୨୭ ରେ ସମ୍ବଲପୁରରେ ଏମ୍ସ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରକୁ ଚିଠି ଲେଖିଥିଲେ…...

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS