ସ୍ୱାଧୀନତା ଦିବସରେ ମୋହନ ମାଝୀଙ୍କ ୧୦ ବଡ଼ ଘୋଷଣା
୧- OCS ପରୀକ୍ଷାରୁ ୬ ଥର ସୁଯୋଗ ସୀମା ହଟିଲା ଏବଂ ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଦେଇପାରିବେ ପରୀକ୍ଷା
୨- ନବମ ଓ ଦଶମ ଶ୍ରେଣୀକୁ ମାଗଣା ବହି ଓ ମଧ୍ୟାହ୍ନ ଭୋଜନ
୩ - ନୂଆ ମେଡିକାଲ କଲେଜ ନିର୍ମାଣ
୪- ଚାଷୀଙ୍କୁ ବର୍ଷକୁ ୧୦ ହଜାର ସହାୟତା
୫ - ୧ କୋଟିରୁ ଅଧିକ 'ସୁଭଦ୍ରା' ହିତାଧିକାରୀ
୬ - ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ
୭- ITIରେ AI ଲ୍ୟାବ୍, ୩ ନୂଆ ୱାର୍ଲ୍ଡ ସ୍କିଲ୍ ସେଣ୍ଟର
୮- AI-ସେମିକଣ୍ଡକ୍ଟର ସମେତ ନୂଆ କ୍ଷେତ୍ରରେ ଫୋକସ୍
୯ - ନୂଆ ଏକ୍ସପ୍ରେସୱେରେ ବଦଳିବ ଓଡ଼ିଶାର ଚିତ୍ର
୧୦ - ୨୦୩୬ ସୁଦ୍ଧା 'ସମୃଦ୍ଧ ଓଡ଼ିଶା' ଏବଂ ୨୦୪୭ ସୁଦ୍ଧା 'ବିକଶିତ ଓଡ଼ିଶା' ଲକ୍ଷ୍ୟ
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment