BREAKING
Loading...
:

ଇସ୍ତଫା ଉଚ୍ଚନୀତି ଆଦର୍ଶର ପରିଚୟ: ମୋହନମାଝୀ




 ଇସ୍ତଫା ଉଚ୍ଚନୀତି ଆଦର୍ଶର ପରିଚୟ: ମୋହନମାଝୀ ।

ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

ଜାତୀୟ ଶିକ୍ଷା ନୀତି-୨୦୨୦ ଭଳି ଐତିହାସିକ ନୀତିକୁ କାର୍ଯ୍ୟକାରୀ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ ପାଇଁ ଶିକ୍ଷାରେ ଅନେକ ସଂସ୍କାର ଆଣିଛନ୍ତି ।

ବୃହତ୍ତର ସାମାଜିକ ହିତ ଓ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇଛନ୍ତି ।

ଇସ୍ତଫା ନିଷ୍ପତ୍ତି ତାଙ୍କ ଉଚ୍ଚ ନୀତି ଆଦର୍ଶର ପରିଚାୟକ- ମୋହନ ମାଝୀ ।

ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କର କର୍ମମୟ ଯାତ୍ରା ଆହୁରି ଅଧିକ ସଫଳ ହେଉ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS