BREAKING
Loading...
:

ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଗୁରୁତର ।

 



ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି  ଗୁରୁତର ।

 ଆସିକା ବ୍ଲକ ତାଳୁକା ଛକରେ ଅଘଟଣ । ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ତିନି ଶ୍ରମିକ  ଗୁରୁତର l ଗୁରୁତର ମାନେ ହେଲେ ବାଲାଜୀ ବିଷୋୟୀ, ମାଧବ ବେହେରା  କାଳନ୍ଦୀ ସିଂହ l   ଏମାନେ ସମସ୍ତେ ନୟାଗଡ଼ ଅଂଚଳର ହୋଇଥିବା ବେଳେ ଆସିକାରେ ଶ୍ରମିକ ଭାବେ କାମ କରୁଥିଲେ l ଆଜି ସକାଳେ ଘରେ ରୋଷେଇ କରିବା ସମୟରେ  ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଯିବାରୁ ଗୁରୁତର   ହୋଇଥିଲେ l  ସେମାନଙ୍କ ହାତ ଓ ଗୋଡ଼ ପୋଡି ଯାଇଥିବା ବେଳେ ଗୁରୁତର ମାନଙ୍କୁ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି l ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିବା ବେଳେ ଗୁରୁତର ହୋଇଥିବା ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS