ପ୍ରକାଶ ପାଇଲା ଚିଠା ଭୋଟର ତାଲିକା ।
ଗଞ୍ଜାମ ଜିଲ୍ଲାରେ ପ୍ରକାଶ ପାଇଲା ଚୂଡାନ୍ତ ଚିଠା ଭୋଟର ତାଲିକା। ଗଞ୍ଜାମ ଜିଲ୍ଲାରେ ୨୯ ଲକ୍ଷ ୯୯ ହଜାର ୭୮୨ ମତଦାତା ରହିଥିବା ବେଳେ କଟିଛନ୍ତି ୨ ଲକ୍ଷ ୭ ହଜାର ୬୨୪ ଜଣ | ଚିଠା ତାଲିକା ରେ ରହିଲେ ୨୭ ଲକ୍ଷ ୯୨ହଜାର ୧୫୮ ଜଣ ଭୋଟର। ଯେଉଁ ବ୍ୟକ୍ତି ନାମ କଟିଥିଲେ ସେମାନେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିପାରିବେ। ଛତ୍ରପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment