BREAKING
Loading...
:

ହିଞ୍ଜିଳିକାଟୁ ଗୋପିନାଥପୁର ଗ୍ରାମ ରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା




 ଗଞ୍ଜାମ -: ହିଞ୍ଜିଳିକାଟୁ ଗୋପିନାଥପୁର ଗ୍ରାମ ରେ ଥିବା ଆବାସିକ ବିଦ୍ୟାଳୟର ହଷ୍ଟେଲ ରେ ଛାତ୍ରୀଙ୍କ ଆତ୍ମହତ୍ୟା ।ହଷ୍ଟେଲ ଗୃହ ଖଟରେ ପଡିଛି ଛାତ୍ରୀଙ୍କ ମୃତ ଦେହ ।ଆତ୍ମହତ୍ୟାର କାରଣ ଅଶ୍ବଷ୍ଟ । ହିଞ୍ଜିଳି ପୋଲିସ ର ତଦନ୍ତ ଆରମ୍ଭ । ଛାତ୍ରୀ ଜଣକ ନିଜର ଓଢଣୀ ଲଗାଇ ଫେନ ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା । ସମସ୍ତ ଛାତ୍ରୀ ବିଦ୍ୟାଳୟ ଯାଇଥିବା ବେଳେ ଘଟିଛି ଅଘଟଣ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS