୫୦ କୋଟି ଠକେଇ: ପୋଷ୍ଟ ମାଷ୍ଟର ନିଲମ୍ବିତ#
ଜୟପୁର: ୫୦ କୋଟିର ଠକେଇ ଅଭିଯୋଗରେ ପୋଷ୍ଟମାଷ୍ଟର ନିଲମ୍ବିତ#
ଝରିଗାଁ ସବ୍ ପୋଷ୍ଟ ଅଫିସର ତତ୍କାଳୀନ ସବ୍ ପୋଷ୍ଟମାଷ୍ଟର ନିଲମ୍ବିତ*
ସବ୍ ପୋଷ୍ଟମାଷ୍ଟର ଗୌରାଙ୍ଗ ସରକାରଙ୍କୁ ନିଲମ୍ବନ କଲେ ଡାକ ଅଧୀକ୍ଷକ,
କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ଗୌରାଙ୍ଗ,
କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହୋଇଥିଲା ଠକେଇ,
ସରକାରୀ ଯୋଜନାର ଡିବିଟି ପାଣ୍ଠିର ଆତ୍ମସାତ ଅଭିଯୋଗ ହୋଇଥିଲା,
ଝରିଗାଁ, କୋଡ଼ିଙ୍ଗା ଓ ଡାବୁଗାଁ ପୋଷ୍ଟ ଅଫିସରେ ଠକେଇ ହୋଇଥିଲା,
କୋଡ଼ିଙ୍ଗା ଓ ଡାବୁଗାଁ ପୋଷ୍ଟମାଷ୍ଟରଙ୍କ ବିରୋଧରେ ତଦନ୍ତ ଚାଲିଛି#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment