*ପ୍ରଭାତ ବିଶ୍ବାଳ ମାମଲା: #CBIକୁ ଜବାବ ତଲବ*
ସିସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ,
ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଆବେଦନ ଉପରେ ଜବାବ ତଲବ,
ସିବିଆଇକୁ ଜବାବ ତଲବ କଲେ ହାଇକୋର୍ଟ-
ପୂର୍ବରୁ ବର୍ଷକରେ ମାମଲାର ବିଚାର ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ,
୨ ବର୍ଷ ବିତି ଯାଇଥିଲେ ଵି ନିମ୍ନ ଅଦାଲତରେ ମାମଲାର ଶୁଣାଣି ଅସମାପ୍ତ,
ଏହି ଆଧାରରେ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ପ୍ରଭାତ ବିଶ୍ୱାଳ*
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment