*ରାଜ୍ୟକୁ ମିଳିବ ଅତିରିକ୍ତ ୨୦ ପ୍ରତିଶତ LPG...*
*ରାଜ୍ୟଗୁଡ଼ିକୁ LPG ଯୋଗାଣ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି*,
*ଆସନ୍ତା ୨୩ରୁ ଆବଣ୍ଟନ ହେବ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ LPG*-
*ଏନେଇ ସବୁ ରାଜ୍ୟକୁ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଚିଠି*,
*ରେଷ୍ଟୁରାଣ୍ଟ, ଢାବା, ହୋଟେଲ୍, ଇଣ୍ଡଷ୍ଟ୍ରିଆଲ କ୍ୟାଣ୍ଟିନକୁ ଗୁରୁତ୍ବ*#
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق