*୬ ତାରିଖରୁ ଜିଲ୍ଲା କୋର୍ଟ ସକାଳୁଆ*#
ସମସ୍ତ ଜିଲ୍ଲାସ୍ତରୀୟ କୋର୍ଟ ୬ ତାରିଖରୁ ସକାଳୁଆ!
ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ,
ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ବର ପାଇଁ ଲାଗୁ ହେବନି ସକାଳୁଆ ନିୟମ,
କୋରାପୁଟ (ସଦର), ପୁରୀ (ସଦର) ପାଇଁ ମଧ୍ୟ ସକାଳୁଆ ନିୟମ ଲାଗିବନି
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق