BREAKING
Loading...
:

ନେତାନ୍ୟାହୁଙ୍କ ସହ କଥାହେଲେ ମୋଦି

 



*ନେତାନ୍ୟାହୁଙ୍କ ସହ କଥାହେଲେ ମୋଦି*--

*ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି*,

*ଟେଲିଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହୋଇ ଉଦବେଗ ପ୍ରକାଶ କଲେ*,

*ସାଂପ୍ରତିକ ସ୍ଥିତିରେ ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା କହିଲେ*,

*ଏଥିସହ ୟୁଏଇ ରାଷ୍ଟ୍ରପତିଙ୍କ ସହ ମଧ୍ୟ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି*,

*ୟୁଏଇ ଉପରେ ଆକ୍ରମଣକୁ କଡ଼ା ନିନ୍ଦା ସହ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ*#

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS