BREAKING
Loading...
:

ଭୟଙ୍କର ହେବ ମହାଯୁଦ୍ଧ*,

 *ଭୟଙ୍କର ହେବ ମହାଯୁଦ୍ଧ*,




ଇସ୍ରାଏଲ୍-ଆମେରିକାର ଅପରେସନରେ ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ଇରାନ୍। ଇସ୍ରାଏଲ୍ ସମେତ UAEରେ ବିଭିନ୍ନ ଦେଶରେ ଭୟଙ୍କର ହମଲା କରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ଆଗକୁ ଆହୁରି ଭୟଙ୍କର ହୋଇପାରେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS