BREAKING
Loading...
:

ପୂର୍ବ ଶତ୍ରୁତାକୁ କେନ୍ଦ୍ର ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣଙ୍କୁ ଟାଙ୍ଗିଆ ରେ ଆକ୍ରମଣ

 



*ପୂର୍ବ ଶତ୍ରୁତାକୁ କେନ୍ଦ୍ର ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣଙ୍କୁ ଟାଙ୍ଗିଆ ରେ ଆକ୍ରମଣ ହୋଇଥିବା ସୂଚନା। ଆହତଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଏବେ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଉଥିବା  ସୂଚନା । ଆହତ ଜଣକ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ଅଶକ ସ୍ୱାଇଁ। ତାଙ୍କର ଦେହରେ ପ୍ରାୟ 40 ରୁ ଉଧ୍ୟ ଚୋଟ୍ ପଡ଼ିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS