ନୀତିନ ନବୀନ ହେଲେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ
ନିଦ୍ବନ୍ଦରେ ନିର୍ବାଚିତ ହେଲେ ନୀତିନ ନବୀବ । ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନୀତିନ ନବୀନ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଏକମାତ୍ର ପ୍ରାର୍ଥୀ । ସେ ଜେପି ନଡ୍ଡାଙ୍କ ସ୍ଥାନ ନେଇଥିବାବେଳେ ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା କରାଯିବ । ତେବେ ତାଙ୍କ ସପକ୍ଷରେ ରହିଥିଲା ୩୭ ପ୍ରସ୍ତାବକ ।
୪୬ ବର୍ଷ ବୟସରେ ତାଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି । ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କର ଜନ୍ମ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment