BREAKING
Loading...
:

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି କୃଷକ ଙ୍କ ପାଇଁ ଆଣିଲା ନୂଆ ଫର୍ମୁଲା

 



କୋରାପୁଟ /

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି କୃଷକ ଙ୍କ ପାଇଁ ଆଣିଲା ନୂଆ ଫର୍ମୁଲା l

ସ୍ଥାନୀୟ ସଦାଭାବନା ଗୃହ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ଦ୍ୱାରା ବଦଳି ଯାଉଥିବା ପାଣିପାଗ ଉପରେ ଏକ ନୂତନ ପ୍ରଣାଳୀ ରେ ତଥା ପଦ୍ଧତି ରେ ଚାଷୀ ମାନଙ୍କୁ ଏକ  ପ୍ରକାର କୃଷି କରିବାକୁ ପ୍ରଣୟନ କରିବାକୁ ନେଇ ଏକ କାଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା ଯାହାକୁ କୋରାପୁଟ ଜିଲ୍ଲା ପାଳ  ମନୋଜ ସତ୍ୟବାନ ମହାଜନ ଉଦଘାଟନ କରିଥିବା ବେଳେ ଜିଲ୍ଲା ପ୍ଲାନିଂ ଅଫିସର ସୁଯ୍ୟନାରାୟଣ ବେହେରା ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ l ପ୍ରଥମ କରି ଏହି ନୂତନ ପଦ୍ଧତି କୋରାପୁଟ ଜିଲ୍ଲା ର ପାଞ୍ଚୋଟି ଗ୍ରାମ ର 239ଜଣ ଚାଷୀ ଙ୍କୁ ନେଇ କରାଯିବ ବୋଲି ଆୟୋଜକ କମିଟି କହିଥିବା ବେଳେ ପ୍ରଗତି ର ସଂପାଦକ  ପ୍ରଭାକର ଅଧିକାରୀ ଡ଼ ଲୁନା ପଣ୍ଡା ପି ଡବ୍ଲୁସି ଭାରତ ସରକାର ଙ୍କ ପୂର୍ଣ୍ଣୟସୀ ୟାଜନ ପ୍ରଭାତ ମାଝୀ ସମେତ ଅନ୍ୟ ସମସ୍ତ ଅଧିକାରୀ ଏଥିରେ ସାମିଲ ହୋଇଥିଲେ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS