*କୋରାପୁଟ ସେମିଳିଗୁଡ଼ା ଫରେଷ୍ଟରଙ୍କ ବିପୁଳ ସଂପତ୍ତି ଠାବ*
*ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ*
*ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା*
*ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ଅଛି ୭ଟି ଦାମୀ ପ୍ଲଟ୍*
*ଫରେଷ୍ଟରଙ୍କର ପ୍ରାୟ କେଜିଏ ସୁନା ଅଳଙ୍କାର ମଧ୍ୟ ଠାବ*
*ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଠାବ*
*୧୯୮୮ରେ ଫରେଷ୍ଟ ଗାର୍ଡ ଭାବେ ଚାକିରି ଆରମ୍ଭ କରିଥିଲେ ନିରଞ୍ଜନ*
*ନିରଞ୍ଜନଙ୍କର ସେତେବେଳେ ଦରମା ଥିଲା ୬୨୫ ଟଙ୍କା
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق