BREAKING
Loading...
:

ବିଜେଡି ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ବିସ୍ପୋରକ ବୟାନ:*

 *ବିଜେଡି ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ବିସ୍ପୋରକ ବୟାନ:*



*ନବୀନ ପଟ୍ଟନାୟକଙ୍କ ୨୪ବର୍ଷ ସରକାରରେ ଋଣ କରିଥିଲେ ୭୪ହଜାର କୋଟି, ରାଜ୍ୟ ବିଜେପି ଦେଢ଼ ବର୍ଷରେ ଋଣ ୯୨ହଜାର କୋଟି ଟଙ୍କା।*


*ଲଘୁ ଖଣିଜରୁ ବର୍ଷକୁ ୧୦୦୦କୋଟିରୁ ଉର୍ଦ୍ଧ୍ବ ବିଜେପି ବିଧାୟକ, ମନ୍ତ୍ରୀଙ୍କ ପକେଟକୁ ଯାଉଛି।*


*ବର୍ଷକୁ ବାଲିରୁ ଚୋରି କରୁଛନ୍ତି ୫୦୦ କୋଟି ଟଙ୍କା।*


*କେନ୍ଦ୍ରରେ ୨୦୧୪ରୁ ବିଜେପି ସରକାରରେ ପୃଥିବୀର ସବୁଠୁ ଅଧିକ ଋଣ ଗ୍ରସ୍ତ, ୱାଲ୍ଡ ବ୍ୟାଙ୍କରୁ ସବୁଠୁ ଅଧିକ ଋଣ କରିଛି ଭାରତ।*


*ନବୀନ ବାବୁ ଚାହିଁଥିଲେ ଋଣ କରିପାରିଥାନ୍ତେ ନବୀନ ବାବୁ ଚାହୁଁନଥିଲେ ଭବିଷ୍ୟତରେ ସେବୋଝ ଆପଣ ମାନଙ୍କ ଉପରେ ପଡୁ।।*


*ସିବିଲ ଭଲ ଥିଲାବୋଲି ଏମାନଙ୍କୁ ଋଣ ମିଳିଲା, ୫ବର୍ଷ ପରେ ଏମାନେ ସରକାରରୁ ଗଲାପରେ ସିବିଲ ଏତେ ଖରାପ କରିଦେଇଥିବେ ଓଡ଼ିଶାକୁ କେହି ଋଣ ଦେବେନି।।*


ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS